କଚା ଖାତା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଚା ଖାତା
ଉଚ୍ଚାରଣ: Kachā khātā
কাঁচাখাতা कच्चाखाता

ଦେ. ବି. —

ଚିଠା ଖାତା (ଯେଉଁ ଖାତାରେ ଦୋକାନର ଆୟବ୍ୟୟାଦି ପ୍ରଥମେ ଟିପା ଯାଏ ଓ ପରେ ତାହା ପକ୍କା ଖାତାରେ ଚଢ଼ା ହୁଏ) — Rough notebook; a book for scribbling.