କଚା ଜୋଡ଼ାଇ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଚା ଜୋଡ଼ାଇ
ଉଚ୍ଚାରଣ: Kachā joṟḍ̠āi
কাঁচা যোড়াই कच्चा जोड़ाइ

ପ୍ରାଦେ. (ସମ୍ବଲପୁର) ବି. —

କଚା ଗାନ୍ଥିନି; ପୋଡ଼ା ଇଟାକୁ ମାଟି ଦ୍ବାରା ବସାଇବା — Brick and mud masonry.