କଚି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଚି
ଉଚ୍ଚାରଣ: Kachi

ଦେ. ବି. —

କରଇ ମଣିବନ୍ଧ ପ୍ରଦେଶ; କଚଟି — Wrist.

ପ୍ରାଦେ. (ଗଡ଼ଜାତ) ବି —

ଧାନର ଯେଉଁ ଅଗ୍ରାଂଶରୁ ଗଜା ବାହାରେ; ଧାନର ଆଖି —The eye of a paddy seed.

ଦେ. ବିଣ. —

କଚ୍ଚି (ଦେଖ) — Kachchhi (See)

ପ୍ରାଦେ. (ମେଦିନୀପୁର) ବିଣ—(ତୁଳ. ବଂ. କଚି= କ୍ଷୁଦ୍ର) —

୧: କୋମଳ; କଅଁଳ —୧. Soft.

୨: ଛୋଟ; କ୍ଷୁଦ୍ର —୨. Small; little.