କଚିରିଆ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଚିରିଆ
ଉଚ୍ଚାରଣ: Kachiriā

ଦେ. ବି. —

କଚିରିରେ ଚାକିରି କରୁଥିବା ବା କଚିରିକୁ ନିୟମିତରୂପେ ୟାଉଥିବା ଲୋକ —A person regularly attending courts.

ଦେ. ବିଣ —

୧: କଚିରିକୁ ନିୟମିତରୂପେ ୟାଉଥିବା; ଦରବାରିଆ —୧. Frequenting courts and offices.

୨: କଚେରିସମ୍ବନ୍ଧୀୟ — ୨. Appertaining to court.

୩: କଚେରିରେ ବ୍ୟବହୃତ — ୩. Used in court; prevailing in courts.