କଚିରିଆ ଭାଷା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଚିରିଆ ଭାଷା
ଉଚ୍ଚାରଣ: Kachiriā bhāshā

ଦେ. ବି —

କଚିରିରେ ବ୍ୟବହୃତ ମିଶ୍ର ଓ ଅଶୁଦ୍ଧ ଭାଷ — The mixed and incorrect language used in courts and offices.

[ଦ୍ର—ଓଡ଼ିଶାର ରାଜକୀୟ କାର୍ୟ୍ୟାଳୟମାନଙ୍କରେ ଯେଉଁ ଓଡ଼ିଆ ଭାଷା ଲେଖାଯାଏ ସେଥିରେ ଇଂରାଜୀ, ହିନ୍ଦୀ, ଆରବୀ, ଫାରସୀ ପ୍ରଭୃତି ଭାଷାର ଅନେକ ଶବ୍ଦ ବ୍ୟବହୃତ ହୁଏ ଓ ବ୍ୟାକରଣଗତ, ଭାଷାଗତ ଓ ଅକ୍ଷରଗତ ବିଶୁଦ୍ଧତା ପ୍ରତି ଦୃଷ୍ଟି ଦିଆଯାଏ ନାହିଁ, ଏହାର କାରଣ ଏହି ଯେ କଚିରିରେ ଲେଖାପଢ଼ି କରୁଥିବା ଅଧିକାଂଶ ବ୍ୟକ୍ତି ଓଡ଼ିଆ ସାହିତ୍ୟର ଧାର ଧାରନ୍ତି ନାହିଁ ଓ କଚିରିରେ ବ୍ୟବହୃତ ଅନେକ ୟାବନିକ ଓ ଇଂରାଜୀ ଶବ୍ଦ ଓଡ଼ଆ ଭାଷାରେ ଏ ପର୍ଯ୍ୟନ୍ତ ସୃଷ୍ଟି ହୋଇନାହିଁ]