କଚିରି ଭାଙ୍ଗିବା
ଦେଖଣା
କଚିରି ଭାଙ୍ଗିବା —
ଉଚ୍ଚାରଣ: Kachiri bhāṇgibā
ଦେ. କ୍ରି —
(କଚିରିର କାର୍ଯ୍ୟାଧ୍ୟକ୍ଷ ବା ହାକିମ) କାର୍ଯ୍ୟ ଶେଷରେ ମିସିଲ ଛାଡ଼ି ଚାଲି ୟିବା — To dismiss a court.
ଦେ. ବି —
ଦୈନିକ କାର୍ଯ୍ୟ ସମାପନାନ୍ତେ କଚିରି କାର୍ଯ୍ୟ ସ୍ଥଗିତ ହେବା —The dismissal of a court after a day's work.