କଚିରି ଭାଙ୍ଗିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଚିରି ଭାଙ୍ଗିବା
ଉଚ୍ଚାରଣ: Kachiri bhāṇgibā

ଦେ. କ୍ରି —

(କଚିରିର କାର୍ଯ୍ୟାଧ୍ୟକ୍ଷ ବା ହାକିମ) କାର୍ଯ୍ୟ ଶେଷରେ ମିସିଲ ଛାଡ଼ି ଚାଲି ୟିବା — To dismiss a court.

ଦେ. ବି —

ଦୈନିକ କାର୍ଯ୍ୟ ସମାପନାନ୍ତେ କଚିରି କାର୍ଯ୍ୟ ସ୍ଥଗିତ ହେବା —The dismissal of a court after a day's work.