କଚୁପୋଡ଼ା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଚୁପୋଡ଼ା
ଉଚ୍ଚାରଣ: Kachupoṟḍ̠ā
কচূপোড়া

ଦେ. ବି. —

୧: ପୋଡ଼ା ୟାଇ ସିଦ୍ଧ ହୋଇଥିବା ସାରୁ — ୧. Burnt Colocasia.

୨: (ବ୍ୟଙ୍ଗ)—କୌଣସି ନଷ୍ଟ ବସ୍ତୁ ବା କର୍ମ — ୨. Any spoilt thing or work.