କଚ୍କଚ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଚ୍କଚ୍
ଉଚ୍ଚାରଣ: Kachkach
কচকচ कचकच

ଦେ. ବି. (ଧ୍ଵନ୍ୟନୁକରଣ) —

ବକ୍ବକ୍; ବାକ୍ୟଦ୍ବନ୍ଦ; ବିବାଦ — Wordy noise.

ଦେ. କ୍ରି. ବିଣ. —

କଚ୍କଚ୍ ଶଦ୍ଦରେ (କଟିବାର ଧ୍ଵନିକୁ ଅନୁକରଣ କରି) —Onomatopœic sound expressive of hacking and friction.

ଦେ. ଅ. (ଧ୍ଵନ୍ୟନୁକରଣ) —

ତୀକ୍ଷ୍ଣଧାର ଅସ୍ତ୍ରଦ୍ବାରା କୋମଳ ବସ୍ତୁକୁ ଉପର୍ୟ୍ୟୁପରି କାଟିବାର ଶଦ୍ଦ —Sound of hacking a soft thing with a sharp weapon.

(ଯଥା—କଦଳୀମଞ୍ଜାକୁ ପନିକିରେ କଚ୍କଚ୍ କରି କାଟି ପକାଇଲା)

ପ୍ରାଦେ. (ସମ୍ବଲପୁର) ବି. —

୧: ଅସୁବିଧା — ୧. Inconvenience.

୨: କଳହ —୨. Quarrel;

୩: ବ୍ୟସ୍ତତା —୩. Trouble; vexation.

୪: ଗୋଳମାଳ —୪. Noise; ado.