କଚ୍ଚର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଚ୍ଚର
ଉଚ୍ଚାରଣ: kachchara

ସଂ. ବିଣ—(କୁ=କୁତ୍ସିତ+ଚର ଧାତୁ=ଗମନ କରିବା+ କର୍ତ୍ତୃ ଅ; କୁଠାରେ କତ୍ ଆଦେଶ) —

୧: ମଳିନ; ମଇଳା; ମଳଦୁଷିତ —୧. Dirty; fouled; soiled.

୨: ଦୁର୍ବୃତ୍ତ; ଦୁଷ୍ଟ —୨. Wicked.

୩: ଘୋଳ ଦହି —୩. Churned sour milk.

[ଦ୍ର—ସମ୍ଭବତଃ 'ଦୁଷ୍ଟ' ଅର୍ଥବାଚୀ ଓଡ଼ିଆ 'ଖଚଡ଼' ଶବ୍ଦ ଏହି ଶବ୍ଦର ଅପଭ୍ରଂଶ]