କଚ୍ଛପ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଚ୍ଛପ
ଉଚ୍ଚାରଣ: Kachchhapa

(କଚ୍ଛପୀ—ସ୍ତ୍ରୀ)  

ସଂ. ବି (କଚ୍ଛ=ଜଳଭୂମି+ପା ଧାତୁ=ପାନ କରିବା+କର୍ତ୍ତୃ. ଅ) —

୧: କଇଁଚ; କୂର୍ମ୍ମ —୧. Tortoise; turtle.

୨: ବିଷ୍ଣୁଙ୍କର ଦ୍ବିତୀୟ ଅବତାର — ୨. The tortoise incarnation of Bishṇu.

୩: କୁବେରଙ୍କର ନିଧିବିଶେଷ — ୩. A gem of God Kubera.

୪: ମଲ୍ଲୟୁଦ୍ଧର ବନ୍ଧବିଶେଷ — ୪. A pose in athletic feat.

୫: ଘଣ୍ଟିକାରେ ହେବା ବ୍ରଣବିଶେଷ — ୫. A tumour in the palate.