କଚ୍ଛରୁହା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଚ୍ଛରୁହା
ଉଚ୍ଚାରଣ: Kachchharuhā

ସଂ. ବି. ସ୍ତ୍ରୀ (କଚ୍ଛ=ଜଳୀୟ ଭୂମି+ରୁହ ଧାତୁ=ଆରୋ— ହଣ କରିବା+କର୍ତ୍ତୃ+ଅ. ସ୍ତ୍ରୀ. ଆ) —

୧: ଦୂର୍ବାଦଳ; ଦୁବଘାସ —Creeping grass; the dooba grass.