କଚ୍ଛୁମତୀ
ଦେଖଣା
କଚ୍ଛୁମତୀ —
ଉଚ୍ଚାରଣ: Kachchhumatī
ସଂ. ବି. ସ୍ତ୍ରୀ. (କଚ୍ଛୁ=କଣ୍ଡୁ+ଉତ୍ପାଦନାର୍ଥେ ମତ୍+ସ୍ତ୍ରୀ. ଈ; ଏହା କଚ୍ଛୁ ବା କଣ୍ଡୁ ଉତ୍ପାଦନ କରେ) —
ଶୂକଶିମ୍ବୀ; ବାଈଢ଼ଙ୍ (ଦେଖ) A wild bean producing itching; Cowhage.