କଚ୍ଛୁମତୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଚ୍ଛୁମତୀ
ଉଚ୍ଚାରଣ: Kachchhumatī

ସଂ. ବି. ସ୍ତ୍ରୀ. (କଚ୍ଛୁ=କଣ୍ଡୁ+ଉତ୍ପାଦନାର୍ଥେ ମତ୍+ସ୍ତ୍ରୀ. ଈ; ଏହା କଚ୍ଛୁ ବା କଣ୍ଡୁ ଉତ୍ପାଦନ କରେ) —

ଶୂକଶିମ୍ବୀ; ବାଈଢ଼ଙ୍୘ (ଦେଖ) A wild bean producing itching; Cowhage.