କଚ୍ଛୁର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଚ୍ଛୁର
ଉଚ୍ଚାରଣ: Kachchhura

(କଚ୍ଛୁରା—ସ୍ତ୍ରୀ)  

ସଂ. ବିଣ. ପୁଂ —

୧: (କଚ୍ଛୁ=କଣ୍ଡୁ ରୋଗ+ଅଛି ଅର୍ଥରେ ର)—କାଛୁ ବା କଣ୍ଡୁରୋଗ ଯୁକ୍ତ — ୧. Suffering from itches.

୨: (କୁ=ପାପ+ଛୁର୍ ଧାତୁ=ରଞ୍ଜିତ କରିବା+କର୍ତ୍ତୃ. ଅ)— ପରସ୍ତ୍ରୀଗାମୀ; ପାମର —୨. Libertine; adulterer.