କଚ୍ଛୁର
ଦେଖଣା
କଚ୍ଛୁର —
ଉଚ୍ଚାରଣ: Kachchhura
(କଚ୍ଛୁରା—ସ୍ତ୍ରୀ)
ସଂ. ବିଣ. ପୁଂ —
୧: (କଚ୍ଛୁ=କଣ୍ଡୁ ରୋଗ+ଅଛି ଅର୍ଥରେ ର)—କାଛୁ ବା କଣ୍ଡୁରୋଗ ଯୁକ୍ତ — ୧. Suffering from itches.
୨: (କୁ=ପାପ+ଛୁର୍ ଧାତୁ=ରଞ୍ଜିତ କରିବା+କର୍ତ୍ତୃ. ଅ)— ପରସ୍ତ୍ରୀଗାମୀ; ପାମର —୨. Libertine; adulterer.