କଚ୍ଛୁରା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଚ୍ଛୁରା
ଉଚ୍ଚାରଣ: Kachchhurā

ସଂ. ବିଣ. ସ୍ତ୍ରୀ. (କଚ୍ଛୁ=କଣ୍ଡୁ+ର+ସ୍ତ୍ରୀ. ଆ) —

କଣ୍ଡୁରୋଗଯୁକ୍ତା —Suffering from itches.

ସଂ. ବି. ସ୍ତ୍ରୀ. —

୧: ବେଶ୍ୟା —୧. Harlot; whore.

୨: ଦୁର୍ଲଭା (ଗଛ) — ୨. A kind of tree with scented leaves.