କଛାର୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଛାର୍
ଉଚ୍ଚାରଣ: Kachhār

ପ୍ରାଦେ. (ସମ୍ବଲପୁର) ବି. (ସଂ. କଚ୍ଛ) —

୧: ନଦୀକୂଳର ପଟୁ— ମିଶା ବାଲି ମାଟି —୧. Sandy and silted soil on the bank of a river.

୨: ନଦୀକୂଳର ଖାରି ମାଟି; ଉଷରଭୂମି — ୨. Rhe-soil; saline soil on the riverbank.