Jump to content

କଜଳ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଜଳ
ଉଚ୍ଚାରଣ: Kajaḻa
কাজল काजल

ଦେ. ବି. (ସଂ. କଜ୍ଜଳ) —

ଋO୧: ଅଞ୍ଜନ —୧. Collyrium.

୨: ହାଣ୍ଡି କଳା ବା ଦୀପକଳା — ୨. Lamp-black or soot.

[ଦ୍ର—ସଂସାର ଅଛି ଯେ ପିଲାଙ୍କ ଆଖିରେ କଜଳ ଥିଲେ ଭୂତ, ପ୍ରେତ, ଡ଼ାହାଣୀ କିଛି କରି ପାରନ୍ତି ନାହିଁ]