କଜଳଗଉରା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଜଳଗଉରା
ଉଚ୍ଚାରଣ: Kajaḻagaurā
কাজলী, কাজ্লা

ଦେ. ବି.—(ସଂ. କଜ୍ଜ୍ବଳ. ଓ ଗୌର) —

ଏକ ପ୍ରକାର ଆଖୁ; କଳା ଓ ଧଳା ଚୋପାବିଶିଷ୍ଟ ଆଖୁ; କାନ୍ତରି ଆଖୁ —A kind of sugar-cane.