କଜଳପାତିଆଦଳ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଜଳପାତିଆଦଳ
ଉଚ୍ଚାରଣ: Kajaḻapātiādaḻa
নৌকাফূল্

ଦେ. ବି —

ବିଲାତିଦଳ ପରି ଏକ ପ୍ରକାର ଡେଙ୍ଗା ଜଳଜ ଶାକ (ଏହାର ଫୁଲ ନୀଳବର୍ଣ୍ଣ ଓ ଆକାରରେ ନୌକା ବା କଜଳପାତି ପରି ସରୁ ଓ ଲମ୍ବ, ଫୁଲର ଡେମ୍ଫ ଲମ୍ବା) —A kind of aquatic plant; Monochoria Hastæfolia (the leaf is somewhat of the same shape as that of the tall variety of Water-Hyacinth with deep blue flowers).