କଜ୍ଜଳପତ୍ରୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଜ୍ଜଳପତ୍ରୀ
ଉଚ୍ଚାରଣ: Kajjaḻapatrī

ସଂ. ବି. (କଜ୍ଜଳ+ପତ୍ର=ପକ୍ଷ+ଇନ୍) —

ଖଞ୍ଜନ ପକ୍ଷୀ; କଜଳପାତିଆ ଚଢ଼େଇ — The black drongo (bird).

କଜ୍ଜଳପତ୍ରୀର ପବିତ୍ର ନିଃସ୍ବଜ ରାଧାନାଥ, ନନ୍ଦିକେଶ୍ବରୀ