କଜ୍ଜ୍ୱଳକୁନ୍ତଳା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଜ୍ଜ୍ବଳକୁନ୍ତଳା
ଉଚ୍ଚାରଣ: Kajjaḻakuntaḻā

ସଂ. ବିଣ. ସ୍ତ୍ରୀ. (ବହୁବ୍ରୀହି; କଜ୍ଜଳ+କୁନ୍ତଳ+ ସ୍ତ୍ରୀ. ଆ) —

ଯେଉଁ ସ୍ତ୍ରୀର କେଶ ଘୋର କୃଷ୍ଣ ବର୍ଣ୍ଣ — Dark-haired women.