କଞ୍ଚଟ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଞ୍ଚଟ
ଉଚ୍ଚାରଣ: Kann̄chaṭa

ସଂ. ବି. (କଂ=ଜଳ+ଚଟ୍ ଧାତୁ=ପୃଥକ୍ କରିବା+ସଂଜ୍ଞାର୍ଥେ. ଅ) —

ଜଳଜ ଶାକବିଶେଷ; କଳମ ଶାଗ — An aquatic edible creeper; a kind of water-weed.