କଞ୍ଚାସିଝା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଞ୍ଚାସିଝା
ଉଚ୍ଚାରଣ: Kan̄chāsijhā

ଦେ. ବି —

ଅର୍ଦ୍ଧସିଦ୍ଧ ଖାଦ୍ୟ — Half boiled food.

ଏତେକ ଲୋକ କଞ୍ଚାସିଝାକୁ ଖାଆନ୍ତି କୃଷ୍ଣସିଂହ. ମହାଭାରତ. ସଭା