କଞ୍ଚା ପଇସା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଞ୍ଚା ପଇସା
ଉଚ୍ଚାରଣ: Kan̄chā paisā
কাঁচা পয়সা कच्चा पैसा

ଦେ. ବି —

୧: ସ୍ବଳ୍ପ କଷ୍ଟରେ ପ୍ରତିଦିନ ପାଖକୁ ଆସୁଥିବା ଅର୍ଥ —୧. Money earned daily without much exertion.

୨: ଅନାୟାସଲବ୍ଧ ଧନ — ୨. Easily gotten money.

୩: ନଗଦ ଧନ —୩. Cash money.