କଞ୍ଚା ପାଣି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଞ୍ଚା ପାଣି
ଉଚ୍ଚାରଣ: Kan̄chā pāṇi
কাঁচা জল कच्चा पानी

ଦେ. ବି. —

୧: ଥଣ୍ଡା ପାଣି —୧. Cold water.

୨: ଶୁଦ୍ଧ ପାଣି —୨. Pure water.

୩: ଫୁଟା ହୋଇ ନ ଥିବା ପାଣି — ୩. Unboiled water.