କଞ୍ଚା ବାଳକ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଞ୍ଚା ବାଳକ
ଉଚ୍ଚାରଣ: Kan̄chā bāḻaka
কাঁচাছেলে कच्चाबच्चा

ଦେ. ବି. —

୧: ଅପରିଣତ ବାଳକ — ୧. Undeveloped boy.

୨: ଅପ୍ରବୀଣ ବାଳକ — ୨. Inexperienced boy.

୩: ଶିଶୁ; ବାଳକ —୩. A mere child.