କଞ୍ଚିକା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଞ୍ଚିକା
ଉଚ୍ଚାରଣ: kan̄chikā

ସଂ. ବି. ସ୍ତ୍ରୀ. (ଫା, କଋO୍ଚୀରୁ ଗୃହୀତ) —

ବାଁଉଶକଣି; ବେଣୁର ପ୍ରଶାଖା —Shoots of bamboo; bamboo-twigs.

[ଦ୍ର—ଏହା ଫା.'କମ୍ଚୀ'ରୁ ଗୃହୀତ; ପରେ ସଂସ୍କୃତ— ଆକାରରେ ପରିଣତ ହୋଇଅଛି—ଜ୍ଞାନେନ୍ଦ୍ର ଉଦ୍ଦୃତ ଶବ୍ଦକଳ୍ପଦ୍ରୁମ]