କଞ୍ଚୁକାଳୁ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଞ୍ଚୁକାଳୁ
ଉଚ୍ଚାରଣ: kan̄chukāḻu

ସଂ. ବି. (କଞ୍ଚୁକ+ଅଛି ଅର୍ଥରେ. ଆଳୁ) —

ସର୍ପ —Snake.

ସଂ. ବିଣ. ଫୁ. ଓ ସ୍ତ୍ରୀ —

କଞ୍ଚୁକବିଶିଷ୍ଟ —Armoured.