କଞ୍ଜ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଞ୍ଜ
ଉଚ୍ଚାରଣ: Kan̄ja

ସଂ. ବି. (କଂ=ମୁଖ; ଜଳ; ମସ୍ତକ+ଜନ୍ ଧାତୁ=ଜାତ ହେବା କର୍ତ୍ତୃ. ଅ) —

୧: ପଦ୍ମୟୋନି; ବ୍ରହ୍ମା —୧. Brahmā.

୨: ପଦ୍ମ —୨. Lotus.

୩: ଅମୃତ —୩. Nectar.

୪: କେଶ —୪. Hair.

୫: ଚନ୍ଦ୍ର —୫. The moon.

କଞ୍ଜ ପ୍ରାୟ ନ କର ତୁ କଞ୍ଜ ପ୍ରାୟ କର ବଦନକୁ ଧବସଙ୍ଗମକୁ ତୁ ନ ଡର ଭଞ୍ଜ, ପ୍ରେମସୁଧାନିଧି

ସଂ. ବିଣ —

ଜଳରୁ ଉପ୍ତନ୍ନ; ଜଳକ —Produced from water; growing in water; aquatic.