କଞ୍ଜ
ଦେଖଣା
କଞ୍ଜ —
ଉଚ୍ଚାରଣ: Kan̄ja
ସଂ. ବି. (କଂ=ମୁଖ; ଜଳ; ମସ୍ତକ+ଜନ୍ ଧାତୁ=ଜାତ ହେବା କର୍ତ୍ତୃ. ଅ) —
୧: ପଦ୍ମୟୋନି; ବ୍ରହ୍ମା —୧. Brahmā.
୨: ପଦ୍ମ —୨. Lotus.
୩: ଅମୃତ —୩. Nectar.
୪: କେଶ —୪. Hair.
୫: ଚନ୍ଦ୍ର —୫. The moon.
କଞ୍ଜ ପ୍ରାୟ ନ କର ତୁ କଞ୍ଜ ପ୍ରାୟ କର ବଦନକୁ ଧବସଙ୍ଗମକୁ ତୁ ନ ଡର ଭଞ୍ଜ, ପ୍ରେମସୁଧାନିଧି
ସଂ. ବିଣ —
ଜଳରୁ ଉପ୍ତନ୍ନ; ଜଳକ —Produced from water; growing in water; aquatic.