କଞ୍ଜକ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଞ୍ଜକ
ଉଚ୍ଚାରଣ: Kan̄jaka

ସଂ. ବି. (କଞ୍ଜ+କୈ ଧାତୁ+ଅ) —

ଶାରିକା ପକ୍ଷୀ; ଶାରୀ; ମଇନା — Myna bird;a talking bird resembling a magpie.