କଞ୍ଜଜ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଞ୍ଜଜ
ଉଚ୍ଚାରଣ: Kan̄jaja

ସଂ. ବି. ପୁଂ. (କଞ୍ଜ=(ବିଷ୍ଣୁଙ୍କ ନାଭି) ପଦ୍ମ+ଜନ୍ ଧାତୁ+ କର୍ତ୍ତୃ. ଅ) —

ବ୍ରହ୍ମା —Brahmā(born of the lotus navel of Bishṇu).