କଞ୍ଜନ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଞ୍ଜନ
ଉଚ୍ଚାରଣ: kan̄jana

ସଂ. ବି (କଂ=ସୁଖ+ଜନି ଧାତୁ=ଜନ୍ମ କରିବା+କର୍ତ୍ତୃ. ଅ)

୧: କନ୍ଦର୍ପ; ମଦନ —୧. Cupid; God of love.

୨: ଶାରୀ; ଶାରୀକ୍ତାପକ୍ଷୀ; ମଦନପକ୍ଷୀ; ମଇନା — ୨. Myna bird;a talking bird resembling a magpie.