କଞ୍ଜମୁଖ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଞ୍ଜମୁଖ
ଉଚ୍ଚାରଣ: Kan̄jamukha
(କଞ୍ଜମୁଖୀ—ସ୍ତ୍ରୀ)

ସଂ. ବିଣ. ପୁଂ. (ବହୁବ୍ରୀହି; କଞ୍ଜ+ମୁଖ) —

ପଦ୍ମ ପରି ସୁନ୍ଦର ମୁଖଯୁକ୍ତ —Fair faced.