କଞ୍ଜାରି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଞ୍ଜାରି
ଉଚ୍ଚାରଣ: Kan̄jāri

ସଂ. ବି (୬: ଷ୍ଠୀ ତତ୍;କଞ୍ଜ=ପଦ୍ମ+ଅରି=ଶତ୍ରୁ) —

ଚନ୍ଦ୍ର —Moon.

ମାର ସୁକୁମାରୀ ନ ପୁଣ କଞ୍ଜାରି ଜାରି, ଲୋଡଇ ଏହା ସୁମରି ମରି ଭଞ୍ଜ ପ୍ରେମସୁଧାନିଧି