କଞ୍ଜୁଶି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଞ୍ଜୁଶି
ଉଚ୍ଚାରଣ: Kan̄juṣi
कञ्जुषी

ଦେ. ବିଣ. ସ୍ତ୍ରୀ —

କୃପଣା (ସ୍ତ୍ରୀ) — Miserly (female).

ଦେ. ବି —

କୃପଣତା —Miserliness.