କଞ୍ଜେର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଞ୍ଜେର
ଉଚ୍ଚାରଣ: Kan̄jer

ପ୍ରାଦେ (ସମ୍ବଲପୁର) ବି —

ବୃକ୍ଷବିଶେଷ (ଏହି ଗଛର ପତ୍ରକୁ ଶାଗ କରି ଖାଆନ୍ତି) —A tree (the leaves of which are used as pot-herb).