କଟକଟ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଟକଟ
ଉଚ୍ଚାରଣ: Kaṭakaṭa
কটাত कटकट

ସଂ. ବି. (ଧ୍ଵନ୍ୟନୁକରଣ) —

୧: ମହାଦେବ —୧. Siba.

୨: ଦଉଡ଼ି ପ୍ରଭୃତିକୁ ଖୁବ୍ ଜୋରରେ ଟାଣିଲେ ବାହାରୀବା କଟ୍କଟ୍ ଶବ୍ଦ — ୨. Onomato-paic sound of very tightly drawing a rope or string; snapping sound.

କଟକଟ କିରଣ ଧନୁକୁ ଓଟାରି କୃଷ୍ଣସିଂହ, ମହାଭାରତ, ବନ

୩: ଠକର ଠକର କରି କାଟିବାର ଶବ୍ଦ — ୩. Crackling sound.

୪: ବାଉଁଶ ବା କାଠର ଜିନିଷ ଭାଙ୍ଗିୟିବାର ଶବ୍ଦ — ୪. Sound of breaking of wood or bamboo.

୫: ବଉଁଶ ଆଦିରେ ଟାଣ କରି ଦଉଡ଼ି ଭଡ଼ିବାର ଶବ୍ଦ — ୫. sound produced when tying a string or rope round a bamboo or wood.

୬: କାଠ ଜିନିଷର ଗଣ୍ଠି ଫୁଟିବାର ଶବ୍ଦ — ୬. The sound produced by the inner joints of a wooden furniture becoming loose.

୭: କର୍ଣ୍ଣକଟୁ ଶବ୍ଦ — ୭. Hoarse or croaking sound.