କଟକାର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଟକାର
ଉଚ୍ଚାରଣ: Kaṭakāra

ସଂ. ବି. (କଟ=ମଶିଣା+କୃ ଧାତୁ+କର୍ତ୍ତୃ. ଅ) —

ବର୍ଣ୍ଣ— ସଙ୍କର ଶୂଦ୍ର ଜାତିବିଶେଷ, (ଏମାନେ ମଶିଣା ତିଆରି କରନ୍ତି) —A mixed casta of Ṡūdras.