Jump to content

କଟକି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଟକି
ଉଚ୍ଚାରଣ: Kaṭaki
কটকী कटकी

ଦେ. ବିଣ. —

୧: କଟକବାସୀ — ୧. Residing at Cuttack.

୨: କଟକ ନଗରର୍ ପ୍ରସ୍ତୁତ — ୨. Made at Cuttack.

୩: କଟକ ଜିଲ୍ଲାରେ ବ୍ୟବହୃତ —୩. Used in the district of Cuttack.