କଟକୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଟକୀ
ଉଚ୍ଚାରଣ: kaṭakī

ସଂ. ବି. (କଟକ=ସାନୁପ୍ରଦେଶ+ଅଛି ଅର୍ଥରେ .ଇନ୍.୧: ମା. ୧: ବ.) —

୧: ପର୍ବତ —୧. Mountain.

୨: ହିମାଳୟର ଶାକବିଶେଷର ତିକ୍ତ କନ୍ଦ; କଟୁକୀ — ୨. A bitter medicinal root of the Hima layas; Gentiana Kurroo.

ଦେ. ବିଣ. —

କଟକି (ଦେଖ) Kaṭaki (See).