କଟକୀ
ଦେଖଣା
କଟକୀ —
ଉଚ୍ଚାରଣ: kaṭakī
ସଂ. ବି. (କଟକ=ସାନୁପ୍ରଦେଶ+ଅଛି ଅର୍ଥରେ .ଇନ୍.୧: ମା. ୧: ବ.) —
୧: ପର୍ବତ —୧. Mountain.
୨: ହିମାଳୟର ଶାକବିଶେଷର ତିକ୍ତ କନ୍ଦ; କଟୁକୀ — ୨. A bitter medicinal root of the Hima layas; Gentiana Kurroo.
ଦେ. ବିଣ. —
କଟକି (ଦେଖ) Kaṭaki (See).