କଟଭୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଟଭୀ
ଉଚ୍ଚାରଣ: Kaṭabhī
বনউচেছ; লতাফটকী मालकाड्ग नी ସଂ. ପର୍ୟ୍ୟାୟ—

କଟଭୀ, ଜ୍ୟୋତିଷ୍ମତୀ,

ଜୋତିଷ୍କାସ, କଙ୍ଗୁନି; ପାରାବତପଦୀ,

ପଣ୍ୟା,ଲତା, କକୁନ୍ଦନୀ

ଚା. ମାଲକାଙ୍ଗଣୀ

ମ. ମାଲକାଙ୍ଗୋଣୀ

ତେ. ବାବାଜୀ

ଫା. କାଲ୍.

ସଂ. ବି. ସ୍ତ୍ରୀ —

୧: ଜ୍ୟୋତିଷ୍ମତୀ ଲତା — ୧. A phosphorescent ereeper emitting light in the night; cardiospermum Halicacabum.

୨: ଫୁଟିଫୁଟିକା ଗୁଳ୍ମ (ଗଛ) — ୨. Staff-tree; cardiospermum; Halicacabum.

[ଦ୍ର—ଏହା କୁଟ ତିକ୍ତ, ସାରକ, କପ ଓ ବାୟୁନାଶକ; ଏହା ଉଷ୍ଣବୀର୍ୟ୍ୟ, ବମନକାରକ, ତୀକ୍ଷ୍ଣ, ଏବଂ ବୁଦ୍ଧି ଓ ସ୍ମୃତି ପ୍ରଦ]