କଟମସିଣା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଟମସିଣା
ଉଚ୍ଚାରଣ: Kaṭamasiṇā

ଦେ. ବି (ସଂ. କଟ) —

ତୃଣ ମସିଣା — Grass-mat.

କଟମସିଣା ଗୋଟିକି ଆଣି ବେଦିମୂଳ—ସାରଳାମହାଭାରତ