କଟମ୍ବରା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଟମ୍ବରା
ଉଚ୍ଚାରଣ: Kaṭambarā

ସଂ. ବି. ସ୍ତ୍ରୀ —

୧: ଏକପ୍ରକାର ଔଷଧଗଛ; କଟୁକୀ; କଟୁରୋହିଣୀ; କଟୁକରୋହିଣୀ —୧. A kind of medicinal plant.

୨: ପ୍ରସାରିଣୀ; ପସାରୁଣୀଲତା — ୨. A kind of creeper; pæderia Fætida.