କଟାବର୍ଣ୍ଣ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଟାବର୍ଣ୍ଣ
ଉଚ୍ଚାରଣ: Kaṭābarṇṇa
কটারঙ্গ भुरारङ्ग

ଦେ. ବି. (ସଂ. କଡ଼ାର+ବର୍ଣ୍ଣ) —

ପିଙ୍ଗଳ ବା ପାଉଁଶିଆଁ ବର୍ଣ୍ଣ — Ashy or gray colour; pale brown colour.

ଦେ. ବିଣ —

ପିଙ୍ଗଳ ବା ପାଉଁଶିଆ — Grey; ash-coloured.