କଟାର
ଦେଖଣା
କଟାର —
ଉଚ୍ଚାରଣ: Kaṭāra
কাটারী
कटार
ଦେ. ବି. (ସଂ. କଟ୍ଟାର) —
କାଟିବା ଶସ୍ତ୍ରବିଶେଷ; ବଡ଼ କଟୁରୀ — A chopper; a billhook.
ପଦଗାମୀ ହୋଇଣ କଟାଇ ଘେନି କଲେ ମାଘ. ପୁରାଣ
ସଂ. ବି. (କଟ୍ ଧାତୁ=ଗମନ କରିବା+କର୍ତ୍ତୃ. ଆର) —
୧: କାମୁକ ବ୍ୟକ୍ତି —୧. A lecher. ୨: ନାଗରୀକ ବ୍ୟକ୍ତି —୨. A citizen.