କଟାର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଟାର
ଉଚ୍ଚାରଣ: Kaṭāra
কাটারী कटार

ଦେ. ବି. (ସଂ. କଟ୍ଟାର) —

କାଟିବା ଶସ୍ତ୍ରବିଶେଷ; ବଡ଼ କଟୁରୀ — A chopper; a billhook.

ପଦଗାମୀ ହୋଇଣ କଟାଇ ଘେନି କଲେ ମାଘ. ପୁରାଣ

ସଂ. ବି. (କଟ୍ ଧାତୁ=ଗମନ କରିବା+କର୍ତ୍ତୃ. ଆର) —

୧: କାମୁକ ବ୍ୟକ୍ତି —୧. A lecher. ୨: ନାଗରୀକ ବ୍ୟକ୍ତି —୨. A citizen.