କଟାଳ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଟାଳ

ଉଚ୍ଚାରଣ[ସମ୍ପାଦନା]

বাটখারা बटखरा জিদ तकाजा, हठ हठ কড়াই कडाह

ଦେ. ବି —

୧: ବଟକରା; ନିକିତିର ଏକ ପାଲାରେ ୟାହାକୁ ରଖିବା ଦ୍ବାରା ତଉଲା ହେଉଥିବା ଦ୍ରବ୍ୟର ଓଜନ ନିର୍ଣ୍ଣୟ କରାଯାଏ — ୧. Weights.

୨: ଅଳି;ସନିର୍ବନ୍ଧ ଅନୁରୋଧ ବା ପ୍ରାର୍ଥନା; ଜଞ୍ଜାଳପୂର୍ବକ ଉପର୍ୟ୍ୟୁପରି ପ୍ରାର୍ଥନା — ୨. Persistent request; repeatedly pressing request; importunate asking; solicitations.

ହେ କାନ୍ତ କଟାଳ କିପାଁ ବଲ୍ଲଭରେ ହୋଏ ସାରଳା ମହାଭାରତ. ବିରାଟ

୩: କୌଣସି କାର୍ୟ୍ୟରେ ଜିଦ —୩. Zid; perversity.

କରୁ ଏହି କଟାଳ, ମଣ୍ଡିଦେଲା କି କାଳ, ପର୍ବଦିଗ ପର୍ବତକୁ ପୁଷାରେ — କବିସୂର୍ଯ୍ୟ, ସଙ୍ଗୀତ

୪: (ସଂ. କଟାହ)—ରନ୍ଧନାର୍ଥ ତାମ୍ରଭ୍ରାଣ୍ଡ; ଡେକଚି; ବଡ଼ ହଣ୍ଡା —୪. Large copper-pot for cooking; dekchi.