କଟାଳଜୁଆର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଟାଳଜୁଆର
ଉଚ୍ଚାରଣ: Kaṭāḻajuāra

(ପଡ଼ିଆଜୁଆର—ବିପରୀତ)

কটাল ज्वारभाटा

ଦେ. ବି.—(ସଂ. କରାଳ=ଉଚ୍ଚ+ହି. ଜୁବାର) —

ଦଶମୀଠାରୁ ପୂର୍ଣ୍ଣିମା ବା ଅମାବସ୍ୟା ପର୍ଯ୍ୟନ୍ତ ହେବା ବଡ଼ଜୁଆର; ଉଠିଆ ଜୁଆର —High tide of the lunar fortnight from the tenth day till the end; springtide;

ପୂର୍ଣ୍ଣିମା କଟାଳଜୁଆର ବେଳରେ କମଳାପ୍ରସାଦ ଘାଟ ଭିଡ଼ିବ ଫକୀରମୋହନ, ଗଳ୍ପସ୍ବଳ୍ପ