କଟି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଟି
ଉଚ୍ଚାରଣ: Kaṭi

ସଂ. ବି. ସ୍ତ୍ରୀ. (କଟ୍ ଧାତୁ=ଗମନ କରିବା+ସଂଜ୍ଞାର୍ଥେ. ଇ) —

୧: ଅଣ୍ଟା; କମର୍ —୧. The loins.

୨: ହସ୍ତିର ଗଣ୍ଡସ୍ଥଳ — ୨. The temples of an elephant.

ପ୍ରାଦେ. (ପୁରୀ, ଗଞ୍ଜାମ) ବି. —

୩: କଉଡ଼ି ଖେଳରେ ଗୋଟିଏ ମାତ୍ର କଉଡ଼ି ଚିତି ହୋଇ ପଡ଼ିବା ଦାନ; କଉଡି ଖେଳରେ 'ଦଶ' ସୁମାରି ଦାନ — ୩. The throw resulting in one cowrie being upturned while thrown in the game with cowries.

ପ୍ରାଦେ. ବିଣ. (ମେଦିନୀପୁର, ବାଲେଶ୍ବର) (ସଂ. କନିୟସ୍, କନିଷ୍ଠ) —

୧: କ୍ଷୁଦ୍ର; ସାନ; ଛୋଟ — ୧. Young; small; little.

(ଯଥା, କଟି ବାବୁ)