କଟିତ୍ର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଟିତ୍ର
ଉଚ୍ଚାରଣ: Kaṭitr

ସଂ. ବି.—(କଟି+ତ୍ରୈ ଧାତୁ=ରକ୍ଷା କରିବା+କର୍ତ୍ତୃ. ଅ) —

୧: କଟିବସ୍ତ୍ର —୧. The clothes covering the hips.

୨: କମରବନ୍ଦ୍; କମରପଟି —୨. Waist-belt.

୩: କାଞ୍ଚି; ରସନା; ଅଣ୍ଟାସୂତା; ଚନ୍ଦ୍ରହାର; ଗୋଠ — ୩. Waist-chain; a girdle.