କଟିବନ୍ଧ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଟିବନ୍ଧ
ଉଚ୍ଚାରଣ: Kaṭibandha

ସଂ. ବି—(କଟି+ବନ୍ଧ୍ ଧାତୁ=ବାନ୍ଧବା+କରଣ. ଅ) —

୧: କମରପଟି; କମରବନ୍ଦ; ମେଖଳା — ୧. Belt; zone; girdle.

୨: ଅଣ୍ଟାସୂତା; କଟିସୂତ — ୨. Waist-chain; waist-band.

୩: (ଭୂଗୋଳ) ପୃଥିବୀର ଚାରିପାଖ ବେଷ୍ଟନ କରିଥିବା କଳ୍ପିତ ସାମାନ୍ତରାଳ ପଟିମାନ —୩. The imaginary parallel belts or strips of country round the earth having similar climatic and physical conditions; zones of the globe.

(ଯଥା—ଗ୍ରୀଷ୍ମ, ସମ ଓ ଶୀତ କଟିବନ୍ଧମାନ)