କଟୁକଥା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଟୁକଥା
ଉଚ୍ଚାରଣ: Kaṭukathā

ସଂ. ବି —

ନିଷ୍ଠୁର ବଚନ; ଗାଳିମନ୍ଦ; ଅପ୍ରିୟ ବାକ୍ୟ — Harsh; bitter or scurrilous words.